ଅର୍ଥ : ଯାହାଠାରେ ଭଲ ଭାବରେ ବିଚାର କରିବା ଶକ୍ତିଥାଏ
ଉଦାହରଣ :
ଚାଣକ୍ୟ ଜଣେ ବିଚାରବନ୍ତ ବ୍ୟକ୍ତି ଥିଲେ
ସମକକ୍ଷ : ଦୀର୍ଘଦର୍ଶୀ, ବିଚାରବନ୍ତ, ବିଚାରଶୀଳ
ଅନ୍ୟ ଭାଷାରେ ଅନୁବାଦ :
जिसमें अच्छी तरह विचार करने की शक्ति हो।
चाणक्य एक विचारशील व्यक्ति था।