ଅର୍ଥ : ଏକ ପ୍ରକାରର କାମ ବା ବାତାବରଣରେ ବିବ୍ରତ ହେବା
ଉଦାହରଣ :
କେବେକେବେ କଂପ୍ୟୁଟରରେ ବସିବସି ବିରକ୍ତ ଲାଗେ
ସମକକ୍ଷ : ଆଲୋଡ଼ିତ ହେବା, ବିରକ୍ତ ଲାଗିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମନ ଚଞ୍ଚଳ ହେବା
ଉଦାହରଣ :
ରାଧାର ସୌନ୍ଦର୍ଯ୍ୟ ଦେଖି ମୋହନର ମନ ଅଥୟ ହେଲା
ସମକକ୍ଷ : ଅଥୟ ହେବା, ଅସ୍ଥିର ହେବା, ଆନ୍ଦୋଳିତ ହେବା
ଅନ୍ୟ ଭାଷାରେ ଅନୁବାଦ :