ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାହାରିନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାହାରିନୀ   ବିଶେଷ୍ୟ

ଅର୍ଥ : ବାହାରିନର ନିବାସୀ

ଉଦାହରଣ : ମୁଁ କେତେଜଣ ବାହାରିନବାସୀଙ୍କୁ ଆମ ଘରକୁ ଡାକିଥିଲି

ସମକକ୍ଷ : ବାହାରିନବାସୀ


ଅନ୍ୟ ଭାଷାରେ ଅନୁବାଦ :

बहरेन का निवासी।

मैंने कुछ बहरेनियों को अपने घर बुलाया था।
बहरीन वासी, बहरीन-वासी, बहरीनवासी, बहरीनी, बहरेन वासी, बहरेन-वासी, बहरेनवासी, बहरेनी

A native or inhabitant of Bahrain.

bahraini, bahreini

ବାହାରିନୀ   ବିଶେଷଣ

ଅର୍ଥ : ବାହାରିନ ସହ ସମ୍ବନ୍ଧିତ ବା ବାହାରିନର

ଉଦାହରଣ : ବାହାରିନୀ ତଟର ସୌନ୍ଦର୍ଯ୍ୟ ଦେଖିଲେ ହିଁ ଅନୁଭବ କରିହୁଏ


ଅନ୍ୟ ଭାଷାରେ ଅନୁବାଦ :

बहरेन से संबंधित या बहरेन का।

बहरेनी तटों की सुंदरता देखते ही बनती है।
बहरीनी, बहरेनी

Of or relating to or characteristic of Bahrain or its people or language.

Bahraini beaches.
bahraini