ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଲୋକମାନଙ୍କର କୌଣସି ସ୍ଥାୟୀ ନିବାସ ନଥାଏ ଏବଂ ସେହି କାରଣରୁ ସେମାନେ ସଦାବେଳେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଭ୍ରମଣ କରିଥାନ୍ତି
ଉଦାହରଣ : ସଡ଼କ ପାଖରେ ଯାଯାବର ନିଜର ଡେରା ପକେଇଛନ୍ତି
ସମକକ୍ଷ : ଯାଯାବର
ଅନ୍ୟ ଭାଷାରେ ଅନୁବାଦ :हिन्दी English
वे लोग जिनका कोई स्थायी निवास नहीं होता और जिसके कारण वे हमेशा एक स्थान से दूसरे स्थान पर घूमते रहते हैं।
A member of a people who have no permanent home but move about according to the seasons.
ଅର୍ଥ : ଅକାରଣରରେ ଏଣେତେଣେ ବୁଲୁଥିବା ଲୋକ
ଉଦାହରଣ : ବାରବୁଲା ସହିତ ରହିରହି ଆପଣଙ୍କ ପୁଅ ବି ବାରବୁଲା ହୋଇଗଲାଣି
ସମକକ୍ଷ : ବଜାରି
ଅନ୍ୟ ଭାଷାରେ ଅନୁବାଦ :हिन्दी
वह जो व्यर्थ ही इधर-उधर घूमता रहता है।
ଅର୍ଥ : ଯେ ବହୁତ ବୁଲେ
ଉଦାହରଣ : ବୁଲିବାକୁ ଚାହୁଁଛ ତ ଯାଯାବରଙ୍କ ଦଳରେ ସାମିଲ ହୋଇଯାଅ
वह जो बहुत घूमता हो।
Someone who travels widely and energetically.
ଅର୍ଥ : ଯାହାର ରହିବା ବା ବସବାସର ନିଶ୍ଚିତ ସ୍ଥାନ ନଥାଏ
ଉଦାହରଣ : ଭାରତରେ ଆଜି ମଧ୍ୟ କେତେକ ଯାଯାବର ଜାତି ଦେଖିବାକୁ ମିଳନ୍ତି
ସମକକ୍ଷ : ଅନିକେତ, ଅସ୍ଥିର, ପରିବ୍ରାଜ, ଯାଯାବର
जिसके रहने अथवा ठहरने का कोई निश्चित स्थान न हो।
ଅର୍ଥ : ଯାହାର କେହି ମାଲିକ ନାହିଁ(ଜନ୍ତୁ)
ଉଦାହରଣ : ବାରବୁଲା କୁକୁରଙ୍କୁ ଖାସୁ କରାଗଲା
ସମକକ୍ଷ : ଅନାଥ
जिसका कोई मालिक न हो (जंतु)।
Wandering aimlessly without ties to a place or community.
ସଂସ୍ଥାପନ କରନ୍ତୁ