ଅର୍ଥ : ପିତାଙ୍କ ପାଇଁ ସମ୍ବୋଧନ
ଉଦାହରଣ :
ଆମେ ଆମର ପିତାଙ୍କୁ ବାପା ବୋଲି ସମ୍ବୋଧନ କରୁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ କୌଣସି କଳା,ଗୁଣ ଆଦିରେ ଅନ୍ୟଠାରୁ ଅଧିକ
ଉଦାହରଣ :
କଂପ୍ୟୁଟର ସମ୍ବନ୍ଧୀୟ ତଥ୍ୟ ବିଷୟରେ ଆଶିଷ ତୁମର ଗୁରୁ
ଅନ୍ୟ ଭାଷାରେ ଅନୁବାଦ :
वह जो किसी कला,गुण आदि में किसी से बढ़कर हो।
कम्प्यूटर संबंधी जानकारी के मामले में आशीष तुम्हारा बाप है।