ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଳ୍କଳୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଳ୍କଳୀ   ବିଶେଷଣ

ଅର୍ଥ : ବୃକ୍ଷର ଛାଲିକୁ ବସ୍ତ୍ର ଭାବେ ଧାରଣ କରୁଥିବା ବ୍ୟକ୍ତି

ଉଦାହରଣ : ଗ୍ରାମବାସୀ ବଳ୍କଳୀ ସାଧୁଙ୍କୁ କୌତୁହଳରେ ଦେଖୁଥିଲେ


ଅନ୍ୟ ଭାଷାରେ ଅନୁବାଦ :

वृक्ष की छाल का वस्त्र धारण करनेवाला।

ग्रामवासी वल्कली साधु को कौतुहल से देख रहे थे।
वल्कलसंवीत, वल्कली