ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବର୍ଗୀକରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବର୍ଗୀକରଣ   ବିଶେଷ୍ୟ

ଅର୍ଥ : ଅନେକ ବସ୍ତୁ, ବ୍ୟକ୍ତି ଆଦିଙ୍କୁ ସେମାନଙ୍କ ଗୁଣ, କର୍ମ ଆଦିର ଆଧାରରେ ଅଲଗା ଅଲଗା ବର୍ଗରେ ରଖିବା କ୍ରିୟା

ଉଦାହରଣ : ସେ ନିଜର ଜ୍ଞାନର ଆଧାରରେ ଜୀବଜନ୍ତୁ ଜଗତର ବର୍ଗୀକରଣ କରିଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

बहुत-सी वस्तुओं,व्यक्तियों आदि को उनके गुण,कर्म आदि के आधार पर अलग-अलग वर्गों में रखने की क्रिया।

उसने अपने ज्ञान के आधार पर जंतु-जगत का वर्गीकरण किया है।
वर्गीकरण

The act of distributing things into classes or categories of the same type.

assortment, categorisation, categorization, classification, compartmentalisation, compartmentalization