ଅର୍ଥ : ସମ୍ପୂର୍ଣ୍ଣ ରୂପେ ରହିବା ବା ବନ୍ଦ ହେବାର କାମ
ଉଦାହରଣ :
ବର୍ତ୍ତମାନ ଏହି ପରିଯୋଜନାକୁ ବନ୍ଦ କରିଦିଆଗଲା
ସମକକ୍ଷ : ପୂର୍ଣ୍ଣବିରାମ
ଅନ୍ୟ ଭାଷାରେ ଅନୁବାଦ :
पूरी तरह से ठहरने या रुकने की क्रिया।
अब इस परियोजना को पूर्णविराम दे दिया गया है।ଅର୍ଥ : କାମ, ବିକାଶ, ମାର୍ଗଆଦିରେ ବାଧା ଠିଆ କରାଯିବା ବା ଆସୁଥିବା ବାଧା
ଉଦାହରଣ :
ମୋହନ ମୋର ସବୁ କାମରେ ବାଧା ଦେଇ ମୋତେ ହଇରାଣ କରୁଛି
ସମକକ୍ଷ : ଅବରୋଧ, ନିରୋଧ, ବାଧା, ବିରୋଧ
ଅନ୍ୟ ଭାଷାରେ ଅନୁବାଦ :
Any structure that makes progress difficult.
impediment, impedimenta, obstructer, obstruction, obstructorଅର୍ଥ : (କବାଟ, ଢାଙ୍କୁଣୀ ଆଦି) ଯାହା ଏଭଳି ସ୍ଥିତିରେ ଥାଏ ଯାହାଫଳରେ କୌଣସି ବସ୍ତୁ ଭିତରୁ ବାହାରକୁ ବା ବାହାରୁ ଭିତରକୁ ଯାଇପାରିବନାହିଁ
ଉଦାହରଣ :
ଛାତ୍ରବାସର ମୁଖ୍ୟ ଦ୍ୱାର ଆଠଟାରେ ବନ୍ଦ ହୋଇଯାଏ
ଅନ୍ୟ ଭାଷାରେ ଅନୁବାଦ :