ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସେହି ସ୍ଥାନ ଯେଉଁଠାରେ ବହୁତ ଦୂର ପର୍ଯ୍ୟନ୍ତ ଗଛବୁଦା, ଝାଡ଼ଆଦି ଆପେଆପେ ଜନ୍ମିଛନ୍ତି
ଉଦାହରଣ : ପୁରାତନ କାଳରେ ମୁନିଋଷିମାନେ ବଣରେ ବାସ କରୁଥିଲେ
ସମକକ୍ଷ : ଅଟବୀ, ଅରଣ୍ୟ, ଅରଣ୍ୟକ, କାନନ, ଜଙ୍ଗଲ, ବଣ, ବିପିନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह स्थान जहाँ बहुत दूर तक पेड़-पौधे, झाड़ियाँ आदि अपने आप उगी हों।
Land that is covered with trees and shrubs.
ଅର୍ଥ : ଦଶନାମୀ ସଂନ୍ୟାସୀଙ୍କମଧ୍ୟରୁ ଗୋଟିଏ
ଉଦାହରଣ : ବନ ସଂନ୍ୟାସୀ ଗୋବର୍ଦ୍ଧନ ମଠରେ ବାସ କରୁଥିଲେ
ସମକକ୍ଷ : ବନ ସଂନ୍ୟାସୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
दशनामी संन्यासियों में से एक।
ସଂସ୍ଥାପନ କରନ୍ତୁ