ଅର୍ଥ : ଅକାରଣରେ ଲୋକଙ୍କ ସହିତ ଲଢ଼ୁଥିବା ବା ମାରପିଟ କରୁଥିବା ଲୋକ
ଉଦାହରଣ :
ଥାନାବାବୁ ଆଜି ଚୌଛକି ଉପରେ ଜଣେ ଗୁଣ୍ଡାକୁ ଧରିପକାଇଲେ ଏହି ଅଞ୍ଚଳରେ ଦାଦାମାନଙ୍କର ଦାଦାଗିରି ବଢ଼ିଯାଉଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ଉପଦ୍ରବ କରେ
ଉଦାହରଣ :
ସେ ଜଣେ ଉପଦ୍ରବୀ ବ୍ୟକ୍ତି
ସମକକ୍ଷ : ଉପଦ୍ରବ କର୍ତ୍ତା, ଉପଦ୍ରବକାରୀ, ଉପଦ୍ରବୀ
ଅନ୍ୟ ଭାଷାରେ ଅନୁବାଦ :