ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସେହି ସ୍ଥାନ ଯେଉଁଠାରେ ବହୁତ ଦୂର ପର୍ଯ୍ୟନ୍ତ ଗଛବୁଦା, ଝାଡ଼ଆଦି ଆପେଆପେ ଜନ୍ମିଛନ୍ତି
ଉଦାହରଣ : ପୁରାତନ କାଳରେ ମୁନିଋଷିମାନେ ବଣରେ ବାସ କରୁଥିଲେ
ସମକକ୍ଷ : ଅଟବୀ, ଅରଣ୍ୟ, ଅରଣ୍ୟକ, କାନନ, ଜଙ୍ଗଲ, ବନ, ବିପିନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह स्थान जहाँ बहुत दूर तक पेड़-पौधे, झाड़ियाँ आदि अपने आप उगी हों।
Land that is covered with trees and shrubs.
ଅର୍ଥ : ବଡ଼ ଏବଂ ଘନ ଜଙ୍ଗଲ କ୍ଷେତ୍ରରେ ଥିବା ଗଛ ବୁଦା ବା ଅନ୍ୟ ବନସ୍ପତି
ଉଦାହରଣ : ପ୍ରକୃତିକୁ ଖାତିର ନକରି ମନୁଷ୍ୟ ଜଙ୍ଗଲକୁ କାଟି ଦେଉଛି
ସମକକ୍ଷ : ଅରଣ୍ୟ, ଜଙ୍ଗଲ
बड़े और घने जंगली क्षेत्र में स्थित पेड़-पौधे या अन्य वनस्पतियाँ।
The trees and other plants in a large densely wooded area.
ସଂସ୍ଥାପନ କରନ୍ତୁ