ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କିଛି ବିଶିଷ୍ଟ ଗଛ ଡାଳରେ ଲାଗିଥିବା ଦାନା ଯାହା ପରେ ଫଳ ରୂପ ଧାରଣ କରେ
ଉଦାହରଣ : ଆମ୍ବ ଗଛରେ ବଉଳ ହେଲାଣି
ସମକକ୍ଷ : ବଉଳ, ମଞ୍ଜରୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
कुछ विशिष्ट पेड़ों के डंठलों में लगे हुए दाने जो बाद में फल का रूप धारण कर लेते हैं।
Reproductive organ of angiosperm plants especially one having showy or colorful parts.
ଅର୍ଥ : ଆମ୍ବ ଗଛର ଫୁଲ
ଉଦାହରଣ : ବସନ୍ତ ଋତୁ ଆଗମନ ହେବାରୁ ହିଁ ଆମ୍ବ ଗଛରେ ବଉଳ ଧରେ
ସମକକ୍ଷ : ବଉଳ
ଅନ୍ୟ ଭାଷାରେ ଅନୁବାଦ :हिन्दी
आम की मंजरी।
ଅର୍ଥ : ଗୋଟିଏ ଚିରହରିତ୍ ବୃକ୍ଷର ଫୁଲ
ଉଦାହରଣ : ବକୁଳର ସୁଗନ୍ଧ ତୀବ୍ର ହୋଇଥାଏ
एक सदाबहार वृक्ष का फूल।
ସଂସ୍ଥାପନ କରନ୍ତୁ