ଅର୍ଥ : ବାଉଁଶରେ ତିଆରିହୋଇଥିବା, ମୁହଁରେ ଫୁଙ୍କି ବଜା ଯାଉଥିବା ଏକ ବାଦ୍ୟ
ଉଦାହରଣ :
ଶ୍ୟାମ ବଂଶୀ ବଜାଉଛି
ସମକକ୍ଷ : ବଂଶିକା, ବଂଶୀ, ବାଂଶରୀ, ବେଣୁ, ମୂରଲୀ
ଅନ୍ୟ ଭାଷାରେ ଅନୁବାଦ :
A high-pitched woodwind instrument. A slender tube closed at one end with finger holes on one end and an opening near the closed end across which the breath is blown.
flute, transverse flute