ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫୁଟାଣି ମାରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫୁଟାଣି ମାରିବା   କ୍ରିୟାପଦ

ଅର୍ଥ : ଆଙ୍ଗୁଳିଆଦି ହଲେଇ ଛଇଛଟକ ଦେଖାଇବା

ଉଦାହରଣ : ସେ ଉତ୍ସବରେ ନୂଆ ଲୁଗା ପିନ୍ଧି ଫୁଟାଣି ମାରୁଥିଲା

ସମକକ୍ଷ : ଗର୍ବରେ ଟହଲମାରିବା


ଅନ୍ୟ ଭାଷାରେ ଅନୁବାଦ :

चलते या बातें करते समय कुछ नाज-नखरे से तथा गर्वपूर्वक अपने अंगो को बार-बार हिलाते तथा लचकाते रहना।

वह उत्सव में नये कपड़े पहनकर मटक रही थी।
अँगराना, अँठलाना, अंठलाना, इठलाना, इतराना, चमकना, झमकना, टमकना, मटकना

To walk with a lofty proud gait, often in an attempt to impress others.

He struts around like a rooster in a hen house.
cock, prance, ruffle, sashay, strut, swagger, tittup

ଅର୍ଥ : ଯୋଗ୍ୟତା ଦେଖାଇବାପାଇଁ ବଢ଼ିକରି କହିବା

ଉଦାହରଣ : ଲାଲା କରୋଡ଼ିମଲ ବହୁତ ଫୁଟାଣି ମାରନ୍ତି

ସମକକ୍ଷ : ଆସ୍ଫାଳନ କରିବା, ବଡ଼ିମା ଦେଖାଇବା


ଅନ୍ୟ ଭାଷାରେ ଅନୁବାଦ :

योग्यता दिखाने के लिए बढ़-बढ़कर बोलना।

लाला करोड़ीमल बहुत शेखी बघारते हैं।
आसमान जमीन के कुलाबे मिलाना, आसमान पर उड़ना, गप मारना, गप हाँकना, गप्प मारना, गप्प हाँकना, डींग मारना, डींग हाँकना, बघारना, शेखी बघारना