ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ରେଶମ ଲୁଗାରେ ଥରେ ମାତ୍ର ସିଲେଇ କରି ବୁଣା ଯାଉଥିବା ପ୍ରକ୍ରିୟା
ଉଦାହରଣ : ସେ ଗୋଟିଏ ଫନ୍ଦା ସିଧା ଏବଂ ଅନ୍ୟ ଫନ୍ଦା ଓଲଟା ବୁଣି ଏହି ରୂପ ତିଆରି କରିଛି
ସମକକ୍ଷ : ଫାନ୍ଦ
ଅନ୍ୟ ଭାଷାରେ ଅନୁବାଦ :हिन्दी
क्रोशिए, सलाई आदि की एक बार की बुनाई।
ଅର୍ଥ : ଦଉଡ଼ିରେ ତିଆରି ହୋଇଥିବ ଗଣ୍ଡା ଯାହାଦ୍ୱାରା ଜୀବଜନ୍ତୁ ବନ୍ଧାହୁଅନ୍ତି କିମ୍ବା କଷି ହୋଇ ବାଂଧି ଦେଲେ ମରିଯାଆନ୍ତି
ଉଦାହରଣ : ଶିକାରୀ ଠେକୁଆକୁ ଫାଶରେ ବାନ୍ଧି ଦେଲା
ସମକକ୍ଷ : ଫାନ୍ଦ, ଫାଶ
ଅନ୍ୟ ଭାଷାରେ ଅନୁବାଦ :हिन्दी English
रस्सी, तार आदि का घेरा जिसके बीच में पड़ने से जीव बंध जाता है, और बंधन कसने से प्रायः मर भी सकता है।
A trap for birds or small mammals. Often has a slip noose.
ସଂସ୍ଥାପନ କରନ୍ତୁ