ଅର୍ଥ : ଯେଉଁ ପତ୍ରରେ କେହି ନିଜ ଦଶା ବା ପ୍ରାର୍ଥନା ଲେଖି କାହାରିକୁ ଜଣାଏ
ଉଦାହରଣ :
ମୁଁ ଛୁଟି ନିମନ୍ତେ ଅବେଦନ ପତ୍ର ଲେଖିଲି
ସମକକ୍ଷ : ଆବେଦନ, ଆବେଦନ ପତ୍ର, ଦରଖାସ୍ତ
ଅନ୍ୟ ଭାଷାରେ ଅନୁବାଦ :
वह पत्र जिसमें कोई अपनी दशा या प्रार्थना लिखकर किसी को सूचित करे।
मैंने छुट्टी के लिए आवेदन-पत्र भर दिया है।A verbal or written request for assistance or employment or admission to a school.
December 31 is the deadline for applications.