ଅର୍ଥ : ସତୀଙ୍କ ପିତା ଏବଂ ଶିବଙ୍କ ଶ୍ୱଶୁର ଜଣେ ପ୍ରଜାପତି ଯାହାଙ୍କ ମହାଯଜ୍ଞରେ ଅପମାନିତ ହେଲାପରେ ସତୀ ନିଜର ପ୍ରାଣ ବିସର୍ଜନ କରିଥିଲେ
ଉଦାହରଣ :
ଦକ୍ଷଙ୍କ ମହାଯଜ୍ଞକୁ ଶିବ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲେ
ସମକକ୍ଷ : ଦକ୍ଷ
ଅନ୍ୟ ଭାଷାରେ ଅନୁବାଦ :
सती के पिता और शिव के ससुर, एक प्रजापति जिनके महायज्ञ में अपमानित होने पर सती ने अपने प्राण दे दिए थे।
दक्ष के महायज्ञ को शिव ने पूर्णतः नष्ट कर दिया।An imaginary being of myth or fable.
mythical being