ଅର୍ଥ : ଚଉଦଟି ବର୍ଣ୍ଣ ଥିବା ଗୋଟିଏ ବର୍ଣ୍ଣବୃତ୍ତ
ଉଦାହରଣ :
ପ୍ରହରଣକଳିକାର ପ୍ରତ୍ୟେକ ପାଦରେ ଦୁଇଟି ନଗଣ, ଗୋଟିଏ ଭଗଣ, ଗୋଟିଏ ନଗଣ ଏବଂ ଶେଷରେ ଲଘୁ ଓ ଗୁରୁ ଥାଏ
ଅନ୍ୟ ଭାଷାରେ ଅନୁବାଦ :
एक वर्णवृत्त जिसमें चौदह वर्ण होते हैं।
प्रहरणकलिका के प्रत्येक चरण में दो नगण, एक भगण, एक नगण और अंत में लघु, गुरु होते हैं।