ଅର୍ଥ : କୌଣସି ପୁସ୍ତକଆଦିର ଆରମ୍ଭରେ ଥିବା ବକ୍ତବ୍ୟ ଯେଉଁଥିରୁ ସେ ପୁସ୍ତକରେ ନିହିତ ବିଷୟ ସଂପର୍କରେ ଜାଣିହୁଏ
ଉଦାହରଣ :
ଏହି ପୁସ୍ତକର ଭୂମିକା ବହୁତ ଭବିଚିନ୍ତି ଲେଖାଯାଇଛି
ସମକକ୍ଷ : ଅବତରଣିକା, ଆମୁଖ, ପ୍ରାକ୍ କଥା, ପ୍ରାକ୍-ଭାଷ, ଭୂମିକା, ମୁଖବନ୍ଧ
ଅନ୍ୟ ଭାଷାରେ ଅନୁବାଦ :