ଅର୍ଥ : ନାକ ବା ମୁହଁଦ୍ୱାରା ପ୍ରାଣୀମାନଙ୍କର ବାୟୁ ଗ୍ରହଣ କରିବାର ପ୍ରକ୍ରିୟା
ଉଦାହରଣ :
ଶ୍ୱାସ ଓ ପ୍ରଶ୍ୱାସ ଶ୍ୱସନ କ୍ରିୟାର ଅନ୍ତର୍ଗତ
ସମକକ୍ଷ : ଶ୍ୱାସ
ଅନ୍ୟ ଭାଷାରେ ଅନୁବାଦ :
नाक या मुँह से प्राणियों के हवा खींचने की क्रिया।
श्वास और प्रश्वास श्वसन क्रिया में निहित हैं।The act of inhaling. The drawing in of air (or other gases) as in breathing.
aspiration, breathing in, inhalation, inspiration, intake