ଅର୍ଥ : ପାନିପତଠାରେ ହୋଇଥିବା ଯେଉଁ ପ୍ରଥମ ଯୁଦ୍ଧ ପନ୍ଦରଶହ ଛବିଶ ମସିହାରେ ବାବର ଓ ଇବ୍ରାହିମ ଲୋଦି ମଧ୍ୟରେ ହୋଇଥିଲା
ଉଦାହରଣ :
ପ୍ରଥମ ପାନିପତ ଯୁଦ୍ଧରେ ବାବର ଜୟଲାଭ କରିଥିଲେ
ଅନ୍ୟ ଭାଷାରେ ଅନୁବାଦ :
पानीपत का वह युद्ध जो पंद्रह सौ छब्बीस में बाबर और इब्राहिम लोदी के बीच हुआ था।
पानीपत का प्रथम युद्ध बाबर ने जीता था।