ଅର୍ଥ : ହିଂସା ବଦଳରେ କରାଯାଉଥିବା ହିଂସା
ଉଦାହରଣ :
ସେ ଜୀବନସାରା ପ୍ରତିହିଂସାର ନିଆଁରେ ଜଳିଲା
ଅନ୍ୟ ଭାଷାରେ ଅନୁବାଦ :
The act of taking revenge (harming someone in retaliation for something harmful that they have done) especially in the next life.
Vengeance is mine; I will repay, saith the Lord.ଅର୍ଥ : କଷ୍ଟ ବା କ୍ଷତି କରୁଥିବା କିମ୍ବା ଅନୁଚିତ କାମ କରୁଥିବା ବ୍ୟକ୍ତି ପ୍ରତି ହେଉଥିବା ଚିତ୍ତର ଉଗ୍ରଭାବ
ଉଦାହରଣ :
କ୍ରୋଧରେ ଉନ୍ମତ୍ତ ବ୍ୟକ୍ତି କିଛି ବି କରିପାରେ
ସମକକ୍ଷ : ଅକଶ, ଅସୂୟା, ଆକ୍ରୋଶ, କୋପ, କ୍ରୋଧ, କ୍ଷୋଭ, ଦାଉ, ବିଦ୍ୱେଷ, ରାଗ, ରୋଷ
ଅନ୍ୟ ଭାଷାରେ ଅନୁବାଦ :
चित्त का वह उग्र भाव जो कष्ट या हानि पहुँचाने वाले अथवा अनुचित काम करने वाले के प्रति होता है।
क्रोध से उन्मत्त व्यक्ति कुछ भी कर सकता है।