ଅର୍ଥ : ଯେ ପ୍ରତିଯୋଗିତାରେ ଭାଗ ନିଏ
ଉଦାହରଣ :
ଗେଡ଼ା ମୁଷ୍ଟିଯୋଦ୍ଧା ତାଙ୍କ ପ୍ରତିଯୋଗୀଙ୍କୁ ଧୂଳି ଚଟେଇଦେଲେ
ସମକକ୍ଷ : ପ୍ରତିଯୋଗୀ
ଅନ୍ୟ ଭାଷାରେ ଅନୁବାଦ :
वह जो प्रतियोगिता करता है।
नाटे मुक्केबाज ने अपने प्रतियोगी को धूल चटा दी।The contestant you hope to defeat.
He had respect for his rivals.ଅର୍ଥ : ସ୍ପର୍ଦ୍ଧା କରୁଥିବା
ଉଦାହରଣ :
ମୁଷ୍ଟିଯୋଦ୍ଧା ପ୍ରତିଦ୍ୱନ୍ଦୀ ବ୍ୟକ୍ତିଙ୍କୁ ତଳେ ପକାଇ ଦେଲେ
ଅନ୍ୟ ଭାଷାରେ ଅନୁବାଦ :
स्पर्धा करने वाला।
मुक्केबाज़ ने प्रतिद्वंद्वी व्यक्ति को ज़मीन पर गिरा दिया।