ଅର୍ଥ : ଦୃଢ଼ତା ବା ପ୍ରତିଜ୍ଞା ପୂର୍ବକ କୌଣସି କାମକୁ କରିବା ବା ନକରିବା ନିମନ୍ତେ କାହାକୁ କହିବା
ଉଦାହରଣ :
ଭୀଷ୍ମ ଆଜୀବନ ବ୍ରହ୍ମଚାରୀ ରହିବା ନିମନ୍ତେ ସତ୍ୟାବତୀଙ୍କ ନିକଟରେ ପ୍ରତିଜ୍ଞା କଲେ
ସମକକ୍ଷ : କଥାଦେବା, ଜବାବଦେବା, ନିୟମକରିବା, ସତ୍ୟକରିବା
ଅନ୍ୟ ଭାଷାରେ ଅନୁବାଦ :
किसी से दृढ़ता या प्रतिज्ञापूर्वक किसी काम को करने या न करने के लिए कहना।
भीष्म ने सत्यवती को आजीवन ब्रह्मचारी रहने का वचन दिया था।