ଅର୍ଥ : ଯାହାଙ୍କୁ ଖ୍ୟାତି ମିଳିଛି
ଉଦାହରଣ :
ଲତା ମଙ୍ଗେଶକର ଜଣେ ପ୍ରସିଦ୍ଧ ଗାୟିକା
ସମକକ୍ଷ : ଆଖ୍ୟାତ, ଖ୍ୟାତ, ନାମଜାଦା, ନାମୀ, ପ୍ରସିଦ୍ଧ, ବିଖ୍ୟାତ
ଅନ୍ୟ ଭାଷାରେ ଅନୁବାଦ :
जिसे ख्याति या बहुत प्रसिद्धि मिली हो।
लता मङ्गेशकर एक आख्यात गायिका हैं।Widely known and esteemed.
A famous actor.