ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୋର୍ଟଫୋଲିଓ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୋର୍ଟଫୋଲିଓ   ବିଶେଷ୍ୟ

ଅର୍ଥ : କୌଣସି ବ୍ୟକ୍ତି, ବ୍ୟାଙ୍କ ବା ଅନ୍ୟ ସଂସ୍ଥା ନିକଟରେ ରହିଥିବା ବିତ୍ତୀୟ ସମ୍ପତ୍ତିସମୂହର ସୂଚୀ

ଉଦାହରଣ : ସେ ନିଜର ଷ୍ଟକ ନିବେଶ ସୂଚୀରେ କମ୍ ଲାଭ ହେବାରୁ ନିରାଶ ଥିଲେ

ସମକକ୍ଷ : ନିବେଶ ସୂଚୀ


ଅନ୍ୟ ଭାଷାରେ ଅନୁବାଦ :

किसी व्यक्ति, बैंक या अन्य संस्था के पास रखी वित्तीय सम्पत्तियों की सूची।

वे अपनी स्टॉक निवेश सूची में कम लाभ देखकर निराश थे।
निवेश सूची, पोर्टफोलियो

A list of the financial assets held by an individual or a bank or other financial institution.

They were disappointed by the poor returns on their stock portfolio.
portfolio