ଅର୍ଥ : ଦୁଇଟି ଭାରି ଓ ଟାଣ ବସ୍ତୁର ମଝିରେ କୌଣସି ତୃତୀୟ ବସ୍ତୁକୁ ରଖି ଏପରି ଦେବେଇବା ଯେପରିକି ତାହାର ରସ ବାହାରି ଯିବ
ଉଦାହରଣ :
ଆଖୁରୁ ରସ ବାହାର କରିବାପାଇଁ ତାକୁ ପେଡ଼ାଯାଏ
ଅନ୍ୟ ଭାଷାରେ ଅନୁବାଦ :
दो भारी और कड़ी वस्तुओं के बीच में किसी तीसरी वस्तु को डालकर इस प्रकार दबाना कि उसका रस निकल आये।
गन्ने का रस निकालने के लिए उसे पेरते हैं।