ଅର୍ଥ : କାଗଜର କେତେକ ପରସ୍ତକୁ ଯୋଡ଼ିକି ତିଆରି କରାଯାଇଥିବା ମୋଟା କାଗଜର ପଟି
ଉଦାହରଣ :
ମୋଟା କାଗଜପେଟିରେ ତିଆରି ହୋଇଥିବା ବାକ୍ସରେ ଜିନିଷ ସୁରକ୍ଷିତ ରଖାଯାଇଥାଏ
ସମକକ୍ଷ :
କାଗଜପେଟି, କାର୍ଟୁନ୍, ବାକ୍ସ
ଅନ୍ୟ ଭାଷାରେ ଅନୁବାଦ :
काग़ज़ के कई परतों को सटाकर बनाया हुआ पत्ता।
गत्ते के बने बक्सों में सामान सुरक्षित रखा जाता है।
कूट,
गत्ता,
दफ़्ती,
वसली