ଅର୍ଥ : ମୂର୍ତ୍ତି ଅଥବା ଚିତ୍ରରେ ସବୁଠାରୁ ପଛରେ ଥିବା ଅଂଶ ଯାହା ଅଂକିତ ଦୃଶ୍ୟ ଘଟଣାର ଆଧାର
ଉଦାହରଣ :
ଏହି ଚିତ୍ରର ପୃଷ୍ଠଭୂମି ବହୁତ ସୁନ୍ଦର
ସମକକ୍ଷ : ପରିପାର୍ଶ୍ୱ, ପୃଷ୍ଠଭୂମି
ଅନ୍ୟ ଭାଷାରେ ଅନୁବାଦ :
मूर्ति अथवा चित्र में वह सबसे पीछे का भाग जो अंकित दृश्य घटना का आश्रय होता है।
इस चित्र की पृष्ठभूमि बहुत ही सुंदर है।The part of a scene (or picture) that lies behind objects in the foreground.
He posed her against a background of rolling hills.