ଅର୍ଥ : ପୃଥିବୀର ଉପରି ସ୍ତର
ଉଦାହରଣ :
ସଂପୂର୍ଣ୍ଣ ଧରାତଳ ଜଳ ଓ ସ୍ଥଳ ଦୁଇ ଭାଗରେ ବିଭକ୍ତ
ସମକକ୍ଷ : ଅବନୀତଳ, କ୍ଷିତିତଳ, ଧରାତଳ, ଧରାପୃଷ୍ଠ, ଭୂତଳ, ଭୂପଟଳ, ଭୂପୃଷ୍ଠ, ମହୀତଳ
ଅନ୍ୟ ଭାଷାରେ ଅନୁବାଦ :
The outermost level of the land or sea.
Earthquakes originate far below the surface.