ଅର୍ଥ : ଗାତଆଦି ପୋତିହୋଇ ତାର ଚାରିପାଖ ସ୍ତରସହ ସମାନ ହେବା
ଉଦାହରଣ :
ଆରେ! ସାମ୍ନାର ଗାତଟି କେବେ ପୋତି ହେଲା
ସମକକ୍ଷ : ପୋତିହେବା, ଭର୍ତ୍ତିହେବା, ସମତଳ ହେବା, ସମାନ ହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବସ୍ତୁ ଆଦିର ଖାଲି ସ୍ଥାନକୁ କୌଣସି ଅନ୍ୟ ପଦାର୍ଥରୁ ଆଣି ପୂର୍ଣ୍ଣ କରିବା
ଉଦାହରଣ :
ବର୍ଷା ପାଣିରେ ପୋଖରୀ ଭର୍ତ୍ତି ହୋଇଗଲା
ସମକକ୍ଷ : ଭର୍ତ୍ତିହେବା
ଅନ୍ୟ ଭାଷାରେ ଅନୁବାଦ :
किसी वस्तु आदि के खाली स्थान का किसी और पदार्थ के आने से पूर्ण होना।
वर्षा के पानी से तलाब भर गया।