ଅର୍ଥ : ଚାନ୍ଦ୍ର ମାସର ଶୁକ୍ଳ ପକ୍ଷର ଶେଷ ତିଥି ଯେଉଁଥିରେ ଚନ୍ଦ୍ରମା ନିଜର ସବୁ କଳା ଯୁକ୍ତ ହୋଇ ସପୂର୍ଣ୍ଣ ଦୃଶ୍ୟ ହୁଏ
ଉଦାହରଣ :
ପୂର୍ଣ୍ଣିମାର ଜହ୍ନ ଖୁବ୍ ଆକର୍ଷକ
ସମକକ୍ଷ : ପୂନେଇଁ, ପୂର୍ଣ୍ଣମାସୀ, ପୂର୍ଣ୍ଣିମା
ଅନ୍ୟ ଭାଷାରେ ଅନୁବାଦ :
The time when the Moon is fully illuminated.
The moon is at the full.