ଅର୍ଥ : ବିଶେଷକରି ଧାର୍ମିକ ବିଷୟକୁ ନେଇ ଗୋଟିଏ ଅଳ୍ପ ପୃଷ୍ଠାର ବହି
ଉଦାହରଣ :
ଜେଜେ ବାପା ପ୍ରତିଦିନ ଗୁରୁଚରିତ୍ରର ପୁସ୍ତିକା ପଢନ୍ତି
ସମକକ୍ଷ :
ପୁସ୍ତିକା
ଅନ୍ୟ ଭାଷାରେ ଅନୁବାଦ :
धार्मिक विषय की, विशेषकर छोटे पन्नों की पुस्तक।
दादाजी प्रतिदिन गुरुचरित्र की पोथी पढ़ते हैं।
पोथी