ଅର୍ଥ : ଲେଖା ହୋଇଥିବା ବା ଛପା ହୋଇଥିବା ବହୁତ ପୃଷ୍ଠା ବିଶିଷ୍ଟ ବସ୍ତୁ ଯାହାକୁ ଅନ୍ୟଜଣେ ପଢ଼ିବାପାଇଁ ବିଚାର, ବିବେଚନଆଦି ଆବଶ୍ୟକ
ଉଦାହରଣ :
ଭଲ ବହି ପଢ଼ିଲେ ଜ୍ଞାନ ବଢ଼େ
ସମକକ୍ଷ : ବହି
ଅନ୍ୟ ଭାଷାରେ ଅନୁବାଦ :
A written work or composition that has been published (printed on pages bound together).
I am reading a good book on economics.