ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପୁରୁଷର ଯୋଗ୍ୟ ବା ଉପଯୁକ୍ତ କାମ
ଉଦାହରଣ : ବିନା ପୌରୁଷରେ ଜୀବନରେ କିଛି ମିଳେନାହିଁ
ସମକକ୍ଷ : ପୁରୁଷାର୍ଥ, ପୌରୁଷ
ଅନ୍ୟ ଭାଷାରେ ଅନୁବାଦ :हिन्दी English
पुरुषों के योग्य या उपयुक्त काम।
The trait of behaving in ways considered typical for men.
ଅର୍ଥ : ପୁରୁଷର ଭାବ ବା ଗୁଣ ଯାହାଦ୍ୱାରା ସେ ସନ୍ତାନ ଉତ୍ପତ୍ତି କରିପାରେ
ଉଦାହରଣ : ତାର ପୁରୁଷତ୍ୱ ନାହିଁ
ସମକକ୍ଷ : ପୌରୁଷତ୍ୱ, ମର୍ଦପଣିଆ
पुरुष का भाव या गुण या वह गुण जिसके कारण कोई पुरुष संतानोत्पत्ति कर सकता हो।
The masculine property of being capable of copulation and procreation.
ସଂସ୍ଥାପନ କରନ୍ତୁ