ଅର୍ଥ : ଯେଉଁ ମତବାଦ ବା ସିଦ୍ଧାନ୍ତରେ ପୁଞ୍ଜିପତିମାନଙ୍କୁ ଆର୍ଥିକ କ୍ଷେତ୍ରରେ ପ୍ରମୁଖ ସ୍ଥାନ ଦିଆଯାଇଥାଏ
ଉଦାହରଣ :
କେତେକ ଭାରତୀୟ ବଡ଼ ନେତା ପୁଞ୍ଜିବାଦକୁ ଅଗ୍ରାଧିକାର ଦେବା ସପକ୍ଷରେ ଅଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
वह वाद या सिद्धान्त जिसमें पूँजीपतियों का स्थान आर्थिक क्षेत्र में प्रमुख माना जाता है।
कई भारतीय बड़े नेता पूँजीवाद को बढ़ावा देने के पक्ष में हैं।