ଅର୍ଥ : ଯିଏ ପର୍ବତ ଉପରେ ବାସକରେ
ଉଦାହରଣ :
ଭାରତରେ ଅନେକ ପାହାଡ଼ି ଜନଜାତି ମିଳନ୍ତି
ସମକକ୍ଷ : ପର୍ବତ ବାସୀ, ପର୍ବତୀୟ, ପାହାଡ଼ି
ଅନ୍ୟ ଭାଷାରେ ଅନୁବାଦ :
जो पर्वत पर निवास करता हो।
भारत में अनेक पहाड़ी जन जातियाँ पायी जाती हैं।ଅର୍ଥ : ଯାହା ପାହାଡ଼ ଉପରେ ବା ପାହାଡ଼ୀ କ୍ଷେତ୍ରରେ ମିଳେ
ଉଦାହରଣ :
ସେ ପାହାଡ଼ୀ ବୃକ୍ଷ ଗୁଡ଼ିକ ବିଷୟରେ ତଥ୍ୟ ସଂଗ୍ରହ କରୁଛି
ସମକକ୍ଷ : ପାହାଡ଼ୀ
ଅନ୍ୟ ଭାଷାରେ ଅନୁବାଦ :