ଅର୍ଥ : କେନ୍ଦ୍ରୀୟ ତନ୍ତ୍ରିକା ତନ୍ତ୍ରର ଗୋଟିଏ ଅପକ୍ଷୟୀ ବିକାର ଯାହାର ବିଶେଷତ୍ବ ହେଉଛି କମ୍ପନ ତଥା ଦୁର୍ବଳ ମାଂସପେଶୀୟ ସମନ୍ବୟ ଆଣିବା
ଉଦାହରଣ :
ପାର୍କିନ୍ସନ ରୋଗର ଉନ୍ନତ ଅବସ୍ଥାରେ ମତିଭ୍ରମ ହୋଇଥାଏ
ସମକକ୍ଷ : ପାରାଲିସିସ୍ ଏଜିଟେନ୍ସ, ପାର୍କିନ୍ସନ ରୋଗ, ପିଡି, ପ୍ରାଇମେରୀ ପାର୍କିନ୍ସନ, ପ୍ରାଥମିକ ପାର୍କିନ୍ସନ
ଅନ୍ୟ ଭାଷାରେ ଅନୁବାଦ :
केंद्रीय तंत्रिका तंत्र का एक अपक्षयी विकार जिसकी विशेषता है - कंपन तथा दुर्बल मांसपेशीय समन्वयन।
पार्किन्सन रोग की उन्नत अवस्था में मनोभ्रम होता है।A degenerative disorder of the central nervous system characterized by tremor and impaired muscular coordination.
paralysis agitans, parkinson's, parkinson's disease, parkinson's syndrome, parkinsonism, shaking palsy