ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପାଦର ତଳଭାଗ ଯାହା ଚାଲିଲେ ପୃଥିବୀକୁ ସ୍ପର୍ଶ କରେ
ଉଦାହରଣ : ତାର ପାଦତଳ ଫୁଲିଯାଇଛି
ସମକକ୍ଷ : ଚରଣ ତଳ, ତଳିପାଦ
ଅନ୍ୟ ଭାଷାରେ ଅନୁବାଦ :हिन्दी English
पैर के नीचे की ओर का वह भाग जो चलने में पृथ्वी पर पड़ता है।
The underside of the foot.
ଅର୍ଥ : ପାହାଡ଼ ତଳ ଭୂମି
ଉଦାହରଣ : ଏହି ପାହାଡ଼ ପାଦତଳେ ଗୋଟିଏ ଛୋଟ ଗାଁ ଅବସ୍ଥିତ
ସମକକ୍ଷ : ତଇଲା, ପାଦଦେଶ
पहाड़ के नीचे की भूमि या मैदान जहाँ तरी रहती है।
Low level country.
ସଂସ୍ଥାପନ କରନ୍ତୁ