ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଚନ ନଳୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଚନ ନଳୀ   ବିଶେଷ୍ୟ

ଅର୍ଥ : ମୁଖଠାରୁ ଆରମ୍ଭ କରି ମଳଦ୍ୱାର ପର୍ଯ୍ୟନ୍ତ ବିସ୍ତୃତ ଏକ ନଳୀ ଯେଉଁଥିରେ ଖାଦ୍ୟ ହଜମ ହେବା ଠାରୁ ଆରମ୍ଭ କରି ହଜମ ହୋଇନଥିବା ପଦାର୍ଥକୁ ବାହାରକୁ ବାହାର କରିଦେବା ପର୍ଯ୍ୟନ୍ତ କାମ ହୋଇଥାଏ

ଉଦାହରଣ : ମନୁଷ୍ୟର ପାଚନ ନଳୀ ପ୍ରାୟ ଦଶ ମିଟର ଲମ୍ବା ହୋଇଥାଏ

ସମକକ୍ଷ : ଅନ୍ତ ନାଡ଼ି


ଅନ୍ୟ ଭାଷାରେ ଅନୁବାଦ :

मुख से लेकर गुदा तक फैली वह नली जिसमें आहार के पाचन से लेकर न पचे हुए पदार्थ को बाहर निकालने तक की क्रिया होती है।

मनुष्य का आहार नाल लगभग दस मीटर लंबा होता है।
आहार नलिका, आहार नाल, आहारनाल, पाचक नली, पाचक-नली, पाचकनली, पाचन नली, पाचन-नली, पाचननली

Tubular passage of mucous membrane and muscle extending about 8.3 meters from mouth to anus. Functions in digestion and elimination.

alimentary canal, alimentary tract, digestive tract, digestive tube, gastrointestinal tract, gi tract