ଅର୍ଥ : ତେଲ ବା ଘିଅରେ ତିଆରି ହୋଇଥିବା ଖାଦ୍ୟ
ଉଦାହରଣ :
ପର୍ବପର୍ବାଣିରେ ମାଲପୁଆ, ପୁରୀ ଆଦି ନାନା ରକମର ଖାଦ୍ୟ ତିଆରି କରାଯାଏ
ସମକକ୍ଷ : ଖାଦ୍ୟ, ବ୍ୟଞ୍ଜନ, ରୋଷେଇ
ଅନ୍ୟ ଭାଷାରେ ଅନୁବାଦ :
तेल या घी में पकाया हुआ खाद्य।
त्योहारों में मालपुआ, पूरी आदि तरह-तरह के पकवान बनते हैं।