ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିସର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିସର   ବିଶେଷ୍ୟ

ଅର୍ଥ : ଯେଉଁ କ୍ଷେତ୍ରରେ ଜଣେ ସକ୍ରିୟ ବା ଦକ୍ଷ ହୋଇଥାଏ

ଉଦାହରଣ : ସେ ଶିକ୍ଷା କ୍ଷେତ୍ରରେ ଅନେକ ଆଗରେ ଅଛି ଏହି ଉପଗ୍ରହର କ୍ଷେତ୍ର ବହୁତ ବଡ଼ ଏହା ନିୟମ ପରିସରର ବାହାରେ ରାଜନୈତିକ କ୍ଷେତ୍ର ଖୁବ ବଡ଼

ସମକକ୍ଷ : କ୍ଷେତ୍ର


ଅନ୍ୟ ଭାଷାରେ ଅନୁବାଦ :

एक माना हुआ क्षेत्र जिसमें कोई सक्रिय रहे, कार्य करे, संचालित हो या उस क्षेत्र में नियंत्रित हो या उसकी शक्ति बनी रहे।

वह शिक्षा के क्षेत्र में बहुत ही आगे है।
इस उपग्रह का क्षेत्र बहुत बड़ा है।
यह कानून के क्षेत्र के बाहर है।
राजनीतिक क्षेत्र बहुत ही बड़ा है।
एरिया, क्षेत्र, फील्ड, रेंज, रेन्ज, रैंज, रैन्ज

An area in which something acts or operates or has power or control:.

The range of a supersonic jet.
A piano has a greater range than the human voice.
The ambit of municipal legislation.
Within the compass of this article.
Within the scope of an investigation.
Outside the reach of the law.
In the political orbit of a world power.
ambit, compass, orbit, range, reach, scope

ଅର୍ଥ : କୌଣସି ଭବନ ବା ସଂସ୍ଥାନର ଆଖ ପାଖରେ ତାର ନିଜ କ୍ଷେତ୍ର

ଉଦାହରଣ : ବିଦ୍ୟାଳୟ ପରିସରରେ ବାହାର ଲୋକମାନଙ୍କ ପ୍ରବେଶ ନିଷିଦ୍ଧ


ଅନ୍ୟ ଭାଷାରେ ଅନୁବାଦ :

किसी भवन या संस्थान आदि के आस-पास का उसका अपना क्षेत्र।

विद्यालय परिसर में बाहरी व्यक्तियों का प्रवेश निषिद्ध है।
परिसर

Land and the buildings on it.

Bread is baked on the premises.
The were evicted from the premises.
premises