ଅର୍ଥ : ଯଥାର୍ଥ ତତ୍ତ୍ୱ ଖୋଜୁଥିବା
ଉଦାହରଣ :
ତତ୍ତ୍ୱଜିଜ୍ଞାସୁ ବୁଦ୍ଧ ସତ୍ୟର ଅନ୍ୱେଷଣରେ ବାହାରି ପଡ଼ିଲେ
ସମକକ୍ଷ : ତତ୍ତ୍ୱଜିଜ୍ଞାସୁ, ସତ୍ୟାନ୍ୱେଷୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମୁକ୍ତି ବା ମୋକ୍ଷ ପାଇବାକୁ ଇଚ୍ଛୁକ
ଉଦାହରଣ :
ମୁମୁକ୍ଷୁ ମହାତ୍ମା ତପସ୍ୟାରେ ମଗ୍ନ ଅଛନ୍ତି
ସମକକ୍ଷ : "ମୁମୁକ୍ଷୁ, ମୁକ୍ତିକାମୀ, ମୋକ୍ଷକାମୀ, ମୋକ୍ଷେଚ୍ଛୁ
ଅନ୍ୟ ଭାଷାରେ ଅନୁବାଦ :
मुक्ति या मोक्ष पाने का इच्छुक।
मुमुक्षु महात्मा तपस्या में लीन हैं।