ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପବନର ଅଧିପତିରୂପେ ଗ୍ରହଣ କରାଯାଉଥିବା ହିନ୍ଦୁ ଧର୍ମଗ୍ରନ୍ଥଗୁଡ଼ିକରେ ବର୍ଣ୍ଣିତ ଜଣେ ଦେବତା
ଉଦାହରଣ : ବେଦଗୁଡ଼ିକରେ ବି ପବନଦେବତାଙ୍କୁ ପୂଜାକରିବା ବିଧି ରହିଛି
ସମକକ୍ଷ : ଅନିଳ, ପବନଦେବ, ବାୟୁଦେବ, ମରୁତ
ଅନ୍ୟ ଭାଷାରେ ଅନୁବାଦ :हिन्दी
हिन्दू धर्मग्रंथों में वर्णित एक देवता जो हवा के अधिपति माने जाते हैं।
ସଂସ୍ଥାପନ କରନ୍ତୁ