ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଦ୍ମା ନଦୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଦ୍ମା ନଦୀ   ବିଶେଷ୍ୟ

ଅର୍ଥ : ବଙ୍ଗଳା ଦେଶର ଏକ ନଦୀ

ଉଦାହରଣ : ପଦ୍ମା ନଦୀରେ ଆ‌ସୁଥିବା ବନ୍ୟାଯୋଗୁଁ ବେଳେବେଳେ ପଶ୍ଚିମ ବଙ୍ଗର ମୁର୍ଶିଦାବାଦ ତଥା ନଦିଆ ଜିଲ୍ଲା ବି ପ୍ରଭାବିତ ହୁଅନ୍ତି

ସମକକ୍ଷ : ପଦ୍ମା


ଅନ୍ୟ ଭାଷାରେ ଅନୁବାଦ :

बंगला देश की एक नदी।

पद्मा में आयी बाढ़ से कभी-कभी पश्चिम बंगाल के मुर्शिदाबाद तथा नादिया जिले भी प्रभावित हो जाते हैं।
पद्मा, पद्मा नदी

A large natural stream of water (larger than a creek).

The river was navigable for 50 miles.
river