ଅର୍ଥ : କୌଣସି ଜାଗାରେ ପାଦ ରଖିବା ବା କୌଣସି ଜାଗାକୁ ଯିବା କାମ(ବଡ଼ମାନଙ୍କ ନିମନ୍ତେ ଆଦର ବା ସମ୍ମାନ ସୂଚକ)
ଉଦାହରଣ :
ଆଜି ଆମ ଗାଁରେ ଜଣେ ବଡ଼ ସାଧୁଙ୍କ ପଦାର୍ପଣ ହେବ
ଅନ୍ୟ ଭାଷାରେ ଅନୁବାଦ :
कहीं पैर रखने या जाने की क्रिया (बड़ों के लिए आदरसूचक)।
आज हमारे गाँव में एक बड़े महात्माजी का पदार्पण होगा।
पदार्पण
The act of arriving at a certain place.
They awaited her arrival.
arrival