ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏହି ଶବ୍ଦ ଯାହା ଚାଲିବାବେଳେ ପାଦ ତଥା ଅନ୍ୟାନ୍ୟ ଅଙ୍ଗରୁ ବାହାରେ
ଉଦାହରଣ : କାହାର ମୃଦୁ ପଦଧ୍ୱନି ଶୁଣି ସେ ଉଠି ପଡ଼ିଲା ପାଦଶବ୍ଦ ଶୁଣି ବି ସେ ସେ ପଟକୁ ଅନାଇଲା ନାହିଁ
ସମକକ୍ଷ : ପାଦଶବ୍ଦ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह शब्द जो चलने में पैर तथा दूसरे अंगों से होता है।
The sound of heavy treading or stomping.
ସଂସ୍ଥାପନ କରନ୍ତୁ