ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ପାପ କରେ ବା ପାପ କାମ କରିବା ବ୍ୟକ୍ତି
ଉଦାହରଣ : ପାପୀମାନଙ୍କର ଜୀବନ ଅଶାନ୍ତିପୂର୍ଣ୍ଣ ହୋଇଥାଏ
ସମକକ୍ଷ : ନୀଚ, ପାତକୀ, ପାପକର୍ମା, ପାପାଚାରୀ, ପାପାତ୍ମା, ପାପୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह जो पाप करे या पाप करनेवाला व्यक्ति।
A person who sins (without repenting).
ଅର୍ଥ : ଯିଏ ସ୍ଖଳିତ ବା ଯାହାର ବ୍ୟବହାର ଭଲ ନୁହେଁ
ଉଦାହରଣ : ଅଧଃପତିତ ବ୍ୟକ୍ତି ସମାଜକୁ ରସାତଳକୁ ନେଇଯାଏ
ସମକକ୍ଷ : ଅଧଃପତିତ, ଅଧୋଗତ, ଅବନତ
जो गिरा हुआ हो या जिसका व्यवहार अच्छा न हो।
Unrestrained by convention or morality.
ସଂସ୍ଥାପନ କରନ୍ତୁ