ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚିନି, ଖଣ୍ଡ ଇତ୍ୟାଦି ପଦାର୍ଥ ପାଣିରେ ମିଶାଇବା
ଉଦାହରଣ : ଖଣ୍ଡ ଅପେକ୍ଷା ଗୁଡ଼ର ସରବତ ଅଧିକ ଭଲ
ସମକକ୍ଷ : ରସ, ସରବତ
ଅନ୍ୟ ଭାଷାରେ ଅନୁବାଦ :हिन्दी
वह पानी जिसमें शक्कर, खाँड़ आदि घुला हो।
ଅର୍ଥ : ଯେଉଁ ପେୟରେ ଚିନି, ଗୁଡ଼ଆଦି ଗୋଳା ହେବା ସହିତ ସ୍ୱାଦ ନିମନ୍ତେ ଫଳରସ ବା ଅର୍କଆଦି ମିଶା ଯାଇଥାଏ
ଉଦାହରଣ : ରାମୁ ଅତିଥିମାନଙ୍କୁ ସରବତ ପିଆଉଛି
ସମକକ୍ଷ : ସରବତ
वह पेय जिसमें चीनी, गुड़ आदि घुला हो तथा स्वाद के लिए फलों का रस या अर्क आदि मिला हो।
ଅର୍ଥ : ଆମ୍ବ, ତେନ୍ତୁଳିଆଦିରେ ତିଆରି ହୋଇଥିବା ଏକ ପ୍ରକାରର ସରବତ
ଉଦାହରଣ : ମୋତେ ପଣା ପିଇବାକୁ ଭଲ ଲାଗେ
ସମକକ୍ଷ : ପ୍ରପାନକ
एक तरह का शर्बत जो आम, इमली आदि से बनता है।
ସଂସ୍ଥାପନ କରନ୍ତୁ