ଅର୍ଥ : କୌଣସି ବସ୍ତୁ, ବ୍ୟକ୍ତିଆଦିକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପଠେଇବା
ଉଦାହରଣ :
ରାମ ଅଙ୍ଗଦକୁ ଦୂତ ଭାବରେ ରାବଣ ପାଖକୁ ପଠାଇଥିଲେ ମୁଁ ଏକ ପତ୍ର ପଠାଇଛି
ଅନ୍ୟ ଭାଷାରେ ଅନୁବାଦ :
कोई वस्तु, व्यक्ति आदि को एक स्थान से दूसरे स्थान के लिए रवाना करना या बात आदि किसी के माध्यम से पहुँचवाना या कहलवाना।
राम ने दूत के रूप में अंगद को रावण के पास भेजा।